ପାର୍ବଣରେ ବାଣ ଫୁଟା ଓ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର: ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍‌ ଜାରି କରିବା ପରିପ୍ରେକ୍ଷୀରେ ସରକାର କହିଛନ୍ତି ଯେ, ପାର୍ବଣ ମାସରେ ବାଣ ବିକ୍ରି ହୋଇପାରିବ ନାହିଁ। ସୂଚନାଯୋଗ୍ୟ, ଦଶହରା ଓ ଦୀପାବଳି ସମୟରେ ଲୋକେ ବହୁ ମାତ୍ରାରେ ବାଣ ଫୁଟାଇଥାନ୍ତି। ଦଶହରା ଦିନ … Continue reading ପାର୍ବଣରେ ବାଣ ଫୁଟା ଓ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଟକଣା